ଆରଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ସାଲେପୁର(କେନ୍ୟୁଜ) : ତହସିଲ ଅଫିସର ଜଣେ କିରାଣିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନିଶ୍ଚିନ୍ତକୋଇଲି ତହସିଲରେ ।
ତହସିଲ ଅଫିସ ଉପର ମହଲାରୁ ଜଣେ କାର୍ଯ୍ୟରତ ଆରଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।
ନିଶ୍ଚିତକୋଇଲି ତହସିଲ ଅଧୀନରେ ଥିବା ତରତ…