Browsing Tag

RISAT-2B

ସାଟେଲାଇଟ୍ RISAT-2 B ଉତକ୍ଷେପଣ ସଫଳ, ଶ୍ରୀହରିକୋଟାରୁ ଗଲା PSLV-C46

ଏଣିକି ମହାକାଶରୁ ଶତ୍ରୁର ଗତିବିଧି ଓ ଅନୁପ୍ରବେଶ ଉପରେ ନଜର ରଖିବ ସାଟେଲାଇଟ। ଶ୍ରୀହରିକୋଟା ସତୀଶ ଧଓ୍ଵନ ସ୍ପେସ୍ ସେଣ୍ଟରର ଏକ ନମ୍ବର ଲଞ୍ଚ ପ୍ୟାଡ୍ରୁ ଉତ୍କ୍ଷେପଣ ହେଲା ନୂଆ ଉପଗ୍ରହ RISAT-2B। PSLV C46 ରକେଟରେ ପାଖାପାଖି ୬୧୫ କିଲୋଗ୍ରାମର ସାଟେଲାଇଟକୁ ଉତକ୍ଷେପଣ ହୋଇଛି।…