Browsing Tag

risk of drinking too much coffe

ଅଧିକ କଫି ପିଉଛନ୍ତି କି ? ବଢ଼ିପାରେ ଗ୍ଲୁକୋମା (Glucoma) ଆଶଙ୍କା

ଓ୍ଵାଶିଂଟନ : ଅଧିକାଂଶ ଲୋକ ଘରେ ହେଉ ବା ଅଫିସରେ ଥକ୍କା ମେଣ୍ଟାଇବା ପାଇଁ କଫି ପିଇଥାନ୍ତି । ଏହାଦ୍ୱାରା ଶରୀରକୁ ସ୍ଫୁର୍ତ୍ତି ମିଳିଥାଏ । ତେବେ କେବେ କେବେ କଫି ପିଇବା ଦ୍ୱାରା କିଛ ଅସୁବିଧା ହୋଇ ନଥାଏ । ମାତ୍ର ମାତ୍ରାଧିକ କଫି ପିଇବା ଦ୍ୱାରା ଏହା ଆପଣଙ୍କ ପାଇଁ ହାନୀକାରକ ହୋଇପାରେ ।…