Browsing Tag

rjd leader

ଦୁଇଖଣ୍ଡ ଭୋଟ୍‌ ପାଇଁ ଡବଲ୍‌ ମର୍ଡର…RJDର ପୂର୍ବତନ ସାଂସଦଙ୍କୁ ଆଜୀବନ; ସୁପ୍ରିମ୍‌କୋର୍ଟ କହିଲେ, ଭଗବାନ ହିଁ ମାଲିକ

ଆର୍‌ଜେଡିର ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ। ମାତ୍ର ଦୁଇଖଣ୍ଡ ଭୋଟ୍ ପାଇଁ ଡବଲ୍‌ ମର୍ଡର ମାମଲାରେ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଦଣ୍ଡ ଘୋଷଣା ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ପୂର୍ବରୁ ଏଭଳି ମାମଲା କେବେ ଦେଖି ନ ଥିଲୁ। କହି…

ବିଗିଡିବାରେ ଲାଗିଛି ଲାଲୁଙ୍କ ସ୍ବାସ୍ଥ୍ଯବସ୍ଥା, ବାରମ୍ବାର କିଡନୀ ହେଉଛି ଖରାପ, ଡାକ୍ତର କହିଲେ ସ୍ଥିତି ଠିକ୍ ନାହିଁ

ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ପ୍ରମୁଖ ଲାଲୁ ଯାଦବଙ୍କ ସ୍ବାସ୍ଥ୍ଯକୁ ନେଇ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଚାରା ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି । ଲାଲୁଙ୍କ କିଡନୀ ଦିନକୁ ଦିନ ଦୁର୍ବଳ…