Browsing Tag

road repairing

ଅଧାରେ ରାସ୍ତା କାମ ଛାଡି ପଳାଇଲେ ଠିକା ସଂସ୍ଥା କର୍ମଚାରୀ, ମାଟି କାଦୁଅ ରାସ୍ତାରେ ଦହଗଞ୍ଜ ହେଉଛନ୍ତି ଗ୍ରାମବାସୀ

ଅଧାରେ ବନ୍ଦ ହେଇଗଲା ରାସ୍ତା କାମ । କାମ ଛାଡି ପଳାଇଲେ ଠିକା ସଂସ୍ଥା କର୍ମଚାରୀ । ଭଲ ରାସ୍ତା ନଥିବାରୁ ବର୍ଷା କାରଣରୁ ହଇରାଣ ହେଉଛନ୍ତି ଗ୍ରାମବାସୀ । ଆମେ ଯେଉଁ ଚିତ୍ର ଦେଖାଉଛୁ ତାହା ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ କୁବେର ପଂଚାୟତର ଇଟାଗଡି ଗ୍ରାମ। ବାରମ୍ବାର ଗ୍ରାମବାସୀଙ୍କ…

ଶୋଚନୀୟ ରାସ୍ତାକୁ ସଜାଡ଼ିବାକୁ ଅଣ୍ଟା ଭିଡିଲେ କୁନି କୁନି ପିଲା, ନିଜ ହାତରେ ଖାଲରେ ପକାଇଲେ ମେଣ୍ଟାଲ

ଭଦ୍ରକ(କେନ୍ଯୁଜ୍): ଶୋଚନୀୟ ରାସ୍ତାକୁ ସଜାଡ଼ିଲେ କୁନି କୁନି ପିଲା। ଖାଲରେ ମେଣ୍ଟାଲ ପକାଇବାକୁ କିଏ ଅଖାରେ ତ ଆଉ କିଏ ସାଇକେଲରେ ବୋହି ନେଇ ଖାଲରେ ଢାଳୁଛନ୍ତି। ଦୟନୀୟ ହୋଇ ପଡ଼ିଥିବା ରାସ୍ତାକୁ ସଜାଡ଼ିବାକୁ ଲାଗି ପଡ଼ିଛନ୍ତି ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତର କୁନି କୁନି ପିଲା। ଆଦିବାସୀ…

କଟକ ସହରରେ ଯାଇକା ଯନ୍ତ୍ରଣା, ଖାଲଖମାକୁ ମରାମତି କଲେ ଯୁବକ-ଯୁବତୀ

କଟକ(କେନ୍ୟୁଜ୍): କଟକ ସହରରେ ଯାଇକା ଯନ୍ତ୍ରଣା। ଖାଲ ଖମାରେ ପୁରି ରହିଛି ଜନଗହଳିପୂର୍ଣ୍ଣ ବାଦାମବାଡି ଅଞ୍ଚଳ। ପ୍ରତିଦିନ ବସ୍‌ଷ୍ଟାଣ୍ଡକୁ ୩ହଜାର ବସ୍‌ ଆସୁଥିବାବେଳେ ରାଜ୍ୟ ଓ ରାଜ୍ୟ ବାହାରୁ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି। ହେଲେ ଜାଇକା ପ୍ରକଳ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳା…