Below header
Browsing Tag

robbery in kalahandi

କଳାହାଣ୍ଡିରେ ବନ୍ଧୁକ ଦେଖାଇ ବଡ ଧରଣର ଡକାୟତି: ମୁଖାପିନ୍ଧି ଆସିଲେ, ଲୁଟିନେଲେ ୪୦ ଭରି ସୁନା ଓ ଆସବାବପତ୍ର

କଳାହାଣ୍ଡି: କଳାହାଣ୍ଡିରେ ବଡ଼ ଧରଣର ଡକାୟତି । କୋକସରା ଥାନା ମୋଟେର ଗାଁରେ ବନ୍ଧୁକ ଦେଖାଇ ୪୦ ଭରି ସୁନା ଓ ଆସବାବପତ୍ର ଲୁଟିନେଲେ ଦୁବୃର୍ତ୍ତ । ଗତକାଲି ବିଳମ୍ବିତ ରାତିରେ ଏଭଳି କାଣ୍ଡ ଘଟାଇଛନ୍ତି ମୁଖାପିନ୍ଧା ୫ରୁ ୬ ଜଣ ଦୁବୃର୍ତ୍ତ । ଏମାନେ ଯଜାତି ପଟ୍ଟଯୋଶୀ ନାମକ ଜଣେ…

କଳାହାଣ୍ଡି ଢେପଗୁଡା ଜଙ୍ଗଲଠାରେ ଗାଡି ଡ୍ରାଇଭରଙ୍କଠାରୁ ଡକାୟତି ଘଟଣା, ୮ ଅଭିଯୁକ୍ତ ଗିରଫ୍

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଢେପଗୁଡା ଜଙ୍ଗଲଠାରେ ଏକ ଗାଡି ଡ୍ରାଇଭରଙ୍କଠାରୁ ଡକାୟତି ହୋଇଥିବା ଘଟଣାରେ ବିଶ୍ୱନାଥପୁର ଥାନା ପୋଲିସ ୮ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି। ସେପ୍ଟେମ୍ବର ୨୩ ତାରିଖରେ ଗୋଟିଏ କୋଇଲା ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶରୁ…