Browsing Tag

robin morris

ବେଟିଂରେ ଧରା ପଡ଼ିଲେ ପୂର୍ବତନ ମୁମ୍ବାଇ ଓ ଓଡ଼ିଶା କ୍ରିକେଟର୍‌ ରବିନ୍‌ ମୋରସ୍‌, ମୁମ୍ବାଇ ପୋଲିସ୍‌ କଲା ଗିରଫ

ମୁମ୍ବାଇ : ମନେ ପକାନ୍ତୁ ଜଣେ ଭାରତୀୟ କ୍ରିକେଟର୍‌ ରବିନ୍‌ ମୋରିସଙ୍କୁ । ଅଳ୍ପ କିଛି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ । ଏବେ ମୋରିସ ଚର୍ଚ୍ଚାକୁ ଆସିଛନ୍ତି କାହିଁକି ନା ତାଙ୍କୁ ବେଟିଂ ଅଭିଯୋଗରେ ମୁମ୍ବାଇ ପୋଲିସ୍‌ ଗିରଫ କରିଛି । ୪୪ ବର୍ଷ ବୟସ୍କ ମୋରିସ୍‌ ମୁମ୍ବାଇ ଭାରସୋଭାର ୟାରି…