ମୁକେଶ ଅମ୍ବାନୀ କିଣିଲେ ଦେଶର ସବୁଠୁ ମହଙ୍ଗା କାର, VIP ନମ୍ବର ପାଇଁ ଖର୍ଚ୍ଚ କଲେ ୧୨ ଲକ୍ଷ ଟଙ୍କା
ରିଲାୟନ୍ସ କମ୍ପାନୀର ଚେୟାରମ୍ୟାନ ତଥା ଏସିଆ ମହାଦେଶର ସବୁଠୁ ଧନି ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ । ସେ ନିକଟ ଅତୀତରେ ଦେଶର ସବୁଠୁ ମହଙ୍ଗା କାର କିଣିଛନ୍ତି। ଅମ୍ବାନୀ ଅଲଟ୍ରା ଲଗଜରୀ ରୋଲସ୍ ରୟାସ କାର କିଣିଛନ୍ତି। ସୂଚନା ଅନୁଯାୟୀ ଏହାର ଦାମ ରହିଛି ୧୩.୧୪ କୋଟି ଟଙ୍କା। ଆରଟିଓ…