ରସ୍ ଟେଲରଙ୍କ ସନ୍ନ୍ୟାସ ଘୋଷଣା, ଏହି ଟିମ୍ ବିପକ୍ଷରେ ଖେଳିବେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍
ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଲେ ରସ୍ ଟେଲର। ୩୭ ବର୍ଷୀୟ ଏହି ନ୍ୟୁଜିଲାଣ୍ଡ ଖେଳାଳି କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ରସ୍ ଟେଲର। ହୋମ ଗ୍ରାଉଣ୍ଡରେ ହେବାକୁ ଥିବା ଆଗାମୀ ଦୁଇଟି ସିରିଜରେ ସେ ଖେଳିବେ। ଆଗାମୀ ଦୁଇଟି ସିରିଜ ବାଂଲାଦେଶ ଓ…