Browsing Tag

rotary club

ଯାଜପୁର: ଜାରକା ରୋଟାରୀ କ୍ଲବର ପାଳନ ହେଲା ଚାର୍ଟର ଡେ, ଆଠ ବର୍ଷରେ ପହଁଚିଲା କ୍ଲବ

ଯାଜପୁର(କେନ୍ୟୁଜ୍): ଆଠ ବର୍ଷରେ ପହଁଚିଲା ଯାଜପୁର ଜିଲ୍ଲାର ଜାରକା ରୋଟାରୀ କ୍ଲବ। ଏହି ସମୟ ମଧ୍ୟରେ କ୍ଲବ ପକ୍ଷରୁ ନିଆଯାଇଛି ଅନେକ ସେବାମୂଳକ ପଦକ୍ଷେପ। ଯେଉଁଥିପାଇଁ ଏହି କ୍ଲବକୁ ରାଜ୍ୟ ତଥା ରାଜ୍ୟ ବାହାରେ ମିଳିଛି ଅନେକ ପ୍ରଶଂସା। ଏନେଇ ଆଜି ସନ୍ଧ୍ୟାରେ ଜାରକା ଷ୍ଟାଡିୟମ ପରିସରରେ…