ଦୁଇ ହଜାର ଟଙ୍କା ନୋଟ୍କୁ ନେଇ ପୁଣି ଗୁଜବ, ଜମାରୁ ଡରନ୍ତୁ ନାହିଁ
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ଖବର ପୁଣି ଥରେ ଏବେ ଲୋକଙ୍କୁ ବିଭ୍ରାନ୍ତିରେ ପକାଇ ଦେଇଛି । ଚିନ୍ତାରେ ପଡ଼ିଛନ୍ତି ଲୋକେ । କୁଆଡ଼େ ୨ ହଜାର ଟଙ୍କିଆ ନୋଟ୍ ବନ୍ଦ ହୋଇଯିବ । ଆସନ୍ତା ଜାନୁଆରୀ ୧ ତାରିଖରୁ ଆଉ ୨ ହଜାର ଟଙ୍କିଆ ନୋଟ୍ ଚଳିବ ନାହିଁ । ଆଗକୁ ୧ ହଜାର ଟଙ୍କିଆ ନୋଟ୍ ପୁଣି ଥରେ…