Browsing Tag

saand ki aankh

‘ଷାଣ୍ଢ କି ଆଖଁ’ ଫିଲ୍ମର ଟ୍ରେଲର ରିଲିଜ୍‌ ପରେ ଏବେ ଚର୍ଚ୍ଚାରେ ମିମ୍ସ

ଭୂମି ପେଡ଼ନେକର ଏବଂ ତାପସୀ ପନ୍ନୁଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘‘ଷାଣ୍ଢ କି ଆଖଁ’’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଫିଲ୍ମର ପ୍ରଥମ ଝଲକ୍‌ ଦେଖି ପବ୍ଲିକ୍‌ ଫ୍ୟାନ୍‌ ହୋଇସାରିଥିବା ବେଳେ କେତେବେଳେ ଫିଲ୍ମ ପ୍ରେକ୍ଷାଳୟକୁ ଆସିବ ସେ ନେଇ ଅପେକ୍ଷା କରି ବସିଛନ୍ତି। ଦେଖନ୍ତୁ ଟ୍ରେଲର:…