Browsing Tag

safe instagram

ଆଉ ହ୍ୟାକ୍‌ ହୋଇପାରିବନି ଆପଣଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ, ଫଲୋ କରନ୍ତୁ ଏହି ସହଜ ଟିପ୍ସ

ଇନ୍‌ଷ୍ଟାଗ୍ରାମ୍‌ ଏକ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍‌। ଏହି କାରଣରୁ ହ୍ୟାକର୍ସମାନେ ଏହାକୁ ଟାର୍ଗେଟ କରୁଛନ୍ତି। ଅନ୍ୟ ଅନ୍‌ଲାଇନ୍‌ ଆକାଉଣ୍ଟ ଭଳି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ବି ସୁରକ୍ଷିତ ରଖିବା ଜରୁରୀ। ନଚେତ୍‌ ଆପଣଙ୍କ ବ୍ୟକ୍ତିଗତ ଡାଟା ଲିକ୍‌ ହେବା ଆଶଙ୍କା ରହିଛି। ତେବେ ଆସନ୍ତୁ…