Browsing Tag

sakhigopal temple

ଉପାସରେ ପ୍ରଭୁ ଗୋପାଳଜିଉ : ଗତକାଲିଠୁ ସାକ୍ଷୀଗୋପାଳ ମନ୍ଦିରରେ ଦେବ ନୀତି ବନ୍ଦ କଲେ ସେବାୟତ

ପିପିଲି (କେନ୍ୟୁଜ): ଉପାସରେ ପ୍ରଭୁ ଗୋପାଳଜିଉ। ଗତକାଲିଠାରୁ ସାକ୍ଷୀଗୋପାଳ ମନ୍ଦିର ସେବାୟତମାନେ ଦେବ ନୀତି ବନ୍ଦ କରିଛନ୍ତି। ଗୋପାଳଜିଉଙ୍କ ମୁଖ୍ୟ ଦ୍ୱାର ବନ୍ଦ କରି ଧାରଣା ଦେଇଛନ୍ତି ସେବାୟତ। ଫଳରେ ଦର୍ଶନରୁ ବଞ୍ଚିତ ହୋଇ ଫେରିଛନ୍ତି ଶହ ଶହ ଭକ୍ତ। ସେବାୟତଙ୍କ ଶ୍ମଶାନ ଭାଙ୍ଗିବା…

ପବିତ୍ର ଅଁଳା ନବମୀ ଉପଲକ୍ଷେ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ରାଧା ରାଣୀ, ଏନେଇ ସାକ୍ଷୀ ଗୋପିନାଥ…

ଆଜି ପବିତ୍ର ଅଁଳା ନବମୀ । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ୱ ରହିଛି। ଏହାକୁ ‘ଅକ୍ଷୟ ନବମୀ’ ମଧ୍ୟ କୁହାଯାଇଥାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ତିଥିକୁ ଅଁଳା ନବମୀ କୁହାଯାଇଥାଏ। ଏହି ଦିନ ଦାନ, ଧର୍ମକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ମାନ୍ୟତା…

 ଅଁଳା ନବମୀରେ ସାକ୍ଷୀଗୋପାଳରେ କଟକଣା ଲଗାଇଲା ପ୍ରଶାସନ,ମନ୍ଦିର ଚାରିପାଖର ୨୦୦ ମିଟର ପର୍ଯ୍ୟନ୍ତ ଲାଗୁ ହେଲା ୧୪୪…

ପୁରୀ(କେନ୍ୟୁଜ୍):  ସାକ୍ଷୀଗୋପିନାଥ ମନ୍ଦିରରେ ଆସନ୍ତାକାଲି ପବିତ୍ର  ଅଁଳା ନବମୀ ଥିବାବେଳେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରିଛି ପ୍ରଶାସନ।  ମନ୍ଦିର ଚାରିପାଖର ୨୦୦ ମିଟର ପର୍ଯ୍ୟନ୍ତ ଲାଗୁ ହୋଇଛି ୧୪୪ ଧାରା । ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ଯାଏ କଟକଣା ଲାଗୁ କଲା…