Below header
Browsing Tag

salepur fire

ସାଲେପୁରର ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ

 ସାଲେପୁର(କେନ୍ଯୁଜ୍): ବିଳମ୍ବିତ ରାତ୍ରିରେ ସାଲେପୁର ମୁଖ୍ୟ ବଜାରରେ ଥିବା ପରିବା ଦୋକାନରେ ଅଗ୍ନିକାଣ୍ଡ । ଖବର ମୁତାବକ ଗତକାଲି  ରାତି ପାଖାପାଖି ୧୧ଟା ସମୟ ରେ ଦୋକାନୀମାନେ ଅଗ୍ନିକାଣ୍ଡ ବିଷୟରେ ଖବର ପାଇଥିଲେ। ଯାହାଫଳରେ ସଙ୍ଗେସଙ୍ଗେ ଆସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।…

ସାଲେପୁର କୁଳସମିତଙ୍ଗା ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସାଲେପୁର: ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। କଟକ ଜିଲ୍ଲା ସାଲେପୁର ବ୍ଲକ କୁଳସମିତଙ୍ଗା ଗାଁର ଅଜିତ୍‌ କୁମାର ସାହୁଙ୍କ ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଁଶ ହୋଇଯାଇଛି। ଘରେ କେହି ନଥିବାବେଳେ କୌଣସି କାରଣ ବଶତଃ ନିଆଁ ଲାଗି ଯାିଥିଲା। ଖବର…