ଭାଇରାଲ ହେଉଛି ଏକ୍ସପ୍ରେସନ୍ସ କ୍ୱିନ ମାଧୁରୀଙ୍କ ଜବରଦସ୍ତ ଡ୍ୟାନ୍ସ, ଆପଣ ବି ଦେଖନ୍ତୁ ମନଛୁଆଁ ଭିଡିଓ
ମାଧୁରୀ ଦୀକ୍ଷିତଙ୍କୁ ନିଜର ଡ୍ୟାନ୍ସ ଏବଂ ଏକ୍ସପ୍ରେସନ୍ସ କାରଣରୁ ବଲିଉଡରେ ଖାସ୍ କରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ‘ତେଜାବ’ ଫିଲ୍ମରେ ବଲିଉଡରେ ଜବରଦସ୍ତ ପରିଚୟ ସୃଷ୍ଟି କରିଥିବା ମାଧୁରୀ ଦୀକ୍ଷିତ ଏବେ ବି ମନୋରଞ୍ଜନ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଅଛନ୍ତି।
…