Browsing Tag

sambalpur siba bibaha

ସମ୍ବଲପୁର: ଆଜି ଶିବ ବିବାହ, ଲକ ଡାଉନ କଟକଣା ପାଇଁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ହେବ ମନ୍ଦିର ବେଢାରେ

ସମ୍ବଲପୁର: ଆଜି ହେଉଛି ଶିବ ବିବାହ । ଲକ ଡାଉନ ପାଇଁ କଟକଣା ମଧ୍ୟରେ ହେବ ସମସ୍ତ ମାଙ୍ଗଳିକ କାର୍ଯ୍ୟ । ସହରର ପ୍ରାୟ ସମସ୍ତ ଶିବ ମନ୍ଦିରରେ ବାହାଘର ପୂର୍ବର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରତି ବର୍ଷ ବିବାହ ଉତ୍ସବ କନ୍ୟା ଘରେ ହେଉଥିବା ବେଳେ ଚଳିତ ବର୍ଷ ମନ୍ଦିର ବେଢା ମଧ୍ୟରେ ଏହା…

ଚଳିତ ବର୍ଷ ସମ୍ବଲପୁରରେ ଫିକା ପଡିବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା: ଆଜି ସଂଧ୍ୟାରେ ନିରାଡମ୍ବର ଭାବେ ପାଳନ ହେବ…

ସମ୍ବଲପୁର: ପ୍ରତିବର୍ଷ ଧୁମଧାମରେ ପାଳିତ ହେଇଥାଏ ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଏହା ପୂର୍ବରୁ ପ୍ରତ୍ୟେକଟି କାର୍ଯ୍ୟକ୍ରମ ମଧ୍ଯ ବେଶ୍ ଆଡମ୍ବର ସହିତ ଆୟୋଜନ କରାଯାଇଥାଏ । କନ୍ୟାଖୋଜା ଠାରୁ ଦେବନିମତ୍ରଣ ଓ ବିବାହଠାରୁ ନବବିବାହିତ ଦେବଦମ୍ପତିଙ୍କ ନଗରପରିକ୍ରମା କାର୍ଯ୍ୟକ୍ରମ…

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର, ମହାଆଡମ୍ବରରେ ସମ୍ପନ୍ନ ହେଲା ଦେବଦମ୍ପତ୍ତିଙ୍କ ବିବାହ

ସମ୍ବଲପୁର(କେନ୍ୟୁଜ୍) : ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର ଜିଲ୍ଲା । ମହାଆଡମ୍ବରରେ ଦେବଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ରାତି ପ୍ରାୟ ୧୧ଟା ବେଳେ ମଙ୍ଗଳ ଆଳତୀ କରାଯାଇ ମହାଦେବଙ୍କ ବରଯାତ୍ରୀ ବାହାରିଥିଲା । ବର ବେଶରେ ସଜ୍ଜିତ ହୋଇ ମହାଦେବ ବୃଷ…