Browsing Tag

sambalpur thala utha

ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା, ଥାଳଉଠା ପର୍ବ ଅନୁଷ୍ଠିତ

ସମ୍ବଲପୁର : ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ କାର୍ଯ୍ୟକ୍ରମ ଥାଳଉଠା ପର୍ବ ଅନୁଷ୍ଠିତ ହୋଇଛି। ଅକ୍ଷୟ ତୃତୀୟାରେ ସମ୍ପୂର୍ଣ ରୀତି ନୀତି ଅନୁଯାୟୀ ସହରର ପ୍ରସିଦ୍ଧା ଶିବାଳୟ ଗୁଡ଼ିକରେ ଥାଳ ଉଠା ହୋଇଛି। ବମବରାଡ଼ ବାବା ବାଲୁଙ୍କେଶ୍ୱର, ଝାଡୁଆପଡାର ଲୋକନାଥ ବାବା ଓ ମୋଦିପଡାର…

ଆଜି ପବିତ୍ର ଅକ୍ଷୟ ତୃତୀୟା, ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଥାଳଉଠା କାର୍ଯ୍ୟକ୍ରମ

ସମ୍ବଲପୁର (କେ ନ୍ୟୁଜ ): ଆଜି ପବିତ୍ର ଅକ୍ଷୟ ତୃତୀୟା । ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମସ୍ତ ଶୈବପୀଠରେ ଥାଳଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କିନ୍ତୁ କରୋନା ଯୋଗୁ ଏହି ପର୍ବ ଫିକା ପଡିଯାଇଛି । ଏଥର ସମ୍ବଲପୁର ସହରର ସମସ୍ତ ଶୈବପୀଠରେ ଥାଳ ଉଠା କାର୍ଯ୍ୟକ୍ରମକୁ କେବଳ ବିଧି ରକ୍ଷା କରିବା…