Below header
Browsing Tag

Sankashti chaturthi

ଆଜି ସଙ୍କଷ୍ଟି ଚତୁର୍ଥୀ: ଦୂବର ଏହି ଚମତ୍କାରୀ ଉପାୟରେ କରନ୍ତୁ ଭଗବାନଙ୍କ ଗଣେଶଙ୍କ ପୂଜା; ପୂରଣ ହେବ ସବୁ ମନୋକାମନା

ଆଜି ହେଉଛି ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ ଚତୁର୍ଥୀ ତିଥି। ଆଜିର ଦିନକୁ ଏକଦନ୍ତ ସଙ୍କଷ୍ଟି ଚତୁର୍ଥୀ ରୂପେ ପାଳନ କରାଯାଇଥାଏ। ଏହି ଦିନ ବିଘ୍ନ ବିନାଶକ ଗଣେଶଙ୍କ କୃପା ପାଇବା ପାଇଁ ଖାସ୍‌ ପୂଜାର୍ଚ୍ଚନା କରାଯାଇଥାଏ। ଭକ୍ତମାନେ ସଙ୍କଷ୍ଟି ଚତୁର୍ଥୀ ବ୍ରତ ରଖି ଗଣପତିଙ୍କ ଉପାସନା କରନ୍ତି।…

ଦ୍ୱିଜପ୍ରିୟ ସଙ୍କଷ୍ଟୀ ଚତୁର୍ଥୀ: କାଲି ଏହି ଉପାୟରେ ଗଣେଶଙ୍କୁ ପୂଜା କରନ୍ତୁ, ଦୂର ହେବ ସବୁ ସମସ୍ୟା

ପ୍ରତ୍ୟେକ ଶୁଭ କାମ ପୂର୍ବରୁ ବିଘ୍ନ ବିନାଶକ ଗଣେଶଙ୍କୁ ପୂଜା କରାଯାଏ। କୁହାଯାଏ, ପ୍ରଥମେ ଗଣପତିଙ୍କୁ ପୂଜା କଲେ ପୂଜାରେ କୌଣସି ସମସ୍ୟା ଆସେ ନାହିଁ। ଏଣୁ ଯେକୌଣସି ବିବାହ, ବ୍ରତ, ଘର ପ୍ରତିଷ୍ଠା ଆଦି ଶୁଭ କାମ ପୂର୍ବରୁ ପ୍ରଥମେ କଳସ ପ୍ରତିଷ୍ଠା କରାଯାଏ। ତେବେ ବର୍ଷକ ମଧ୍ୟରେ ଗଣେଶଙ୍କର…

ସଙ୍କଷ୍ଟୀ ଚତୁର୍ଥୀରେ ବିପଦକୁ ହରଣ କରନ୍ତି ପ୍ରଭୁ ଗଣେଶ, ଜାଣନ୍ତୁ ପୂଜା କରିବାର ବିଧି

ଆଜି ସଙ୍କଷ୍ଟୀ ଚତୁର୍ଥୀ। ଏହାକୁ ଏକଦନ୍ତ ସଙ୍କଷ୍ଟୀ ଚତୁର୍ଥୀ ବୋଲି ମଧ୍ୟ କୁହାଯାଏ। ଏହି ଦିନ ସଂପୂର୍ଣ୍ଣ ବିଧି ବିଧାନରେ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ଯ କରିବା ପୂର୍ବରୁ ଭଗବାନ ଗଶେଶଙ୍କୁ ପୂଜା କରାଯାଏ। ସଙ୍କଷ୍ଟୀ ଚତୁର୍ଥୀର ଅର୍ଥ ସଙ୍କଟରୁ ରକ୍ଷା…