ଏଥର ସବୁ ଶନିବାର ଛୁଟି ରହିବ ସରକାରୀ ଅଫିସ୍
ଭୁବନେଶ୍ବର: ଏଥର ସବୁ ଶନିବାର ଛୁଟି ରହିବ ସରକାରୀ ଅଫିସ୍ । ବାକି ସବୁ ଦିନ ଟ୍ବିନ୍ ସିଟିରେ ସବୁ ସରକାରୀ ଅଫିସ୍ ଖୋଲା ରହିବ । ହେଲେ ୫୦% କର୍ମଚାରଙ୍କୁ ନେଇ କାମ ହେବ ।
ଗ୍ରୁପ୍ A ଅଧିକାରୀମାନେ ଅଫିସ୍ ଆସିବା ସହ କେଉଁ କର୍ମଚାରୀମାନେ କେବେ ଆସିବେ ତାହା ଜଣାଇବେ । ଏହାବ୍ଯତିତ ଏସଆରସି…