Browsing Tag

satyanarayan pradhan

ପୁଣି ବଡ଼ ପଦବୀରେ ଓଡ଼ିଆ : NCB ଡିଜି ହେଲେ ବରିଷ୍ଠ ଆଇପିଏସ ଅଫିସର ସତ୍ୟନାରାୟଣ ପ୍ରଧାନ

ଭୁବନେଶ୍ବର(କେନ୍ଯୁଜ୍):ପୁଣି ବଡ଼ ପଦବୀରେ ଓଡ଼ିଆ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା NCB ଡିଜି ହେଲେ ବରିଷ୍ଠ ଓଡ଼ିଆ ଆଇପିଏସ ଅଫିସର ସତ୍ୟନାରାୟଣ ପ୍ରଧାନ । ସେ ୨୦୨୪ ମସିହା ଅଗଷ୍ଟ ୩୧ ତାରିଖ ଅବସର ଗ୍ରହଣ ଯାଏ ଅଥବା ଅନ୍ୟାଦେଶ ପର୍ଯ୍ୟନ୍ତ ଏସଏନ ପ୍ରଧାନ ଏନସିବି ଡିଜି ପଦବୀରେ ରହିବେ ।…