Below header
Browsing Tag

scammer

ମହଙ୍ଗା ପଡ଼ିବ FasTag ରିଚାର୍ଜ ପାଇଁ ଗୁଗଲ ସର୍ଚ୍ଚ, ଜାଣନ୍ତୁ କେମିତି ସ୍କାମରୁ ବଞ୍ଚିବେ

ଲୋକମାନେ ସମସ୍ତ ଗାଡିରେ FasTag ବ୍ୟବହାର କରୁଛନ୍ତି । ଏଭଳି ପରିସ୍ଥିତିରେ FasTag ସମ୍ବନ୍ଧୀୟ ସ୍କାମ ମଧ୍ୟ ବଢ଼ିଚାଲିଛି । ଭାରତରେ କିଛି ବି ଜିନିଷ ବ୍ୟବହାର ହେଲେ ଏହାକୁ ନେଇ ସ୍କାମ୍ ମାମଲା ବଢ଼ିବା ଆରମ୍ଭ କରେ । ଗତ କିଛି ଦିନରୁ FasTag ସ୍କାମ ଦ୍ରୁତ ଗତିରେ ଘଟୁଛି । କିଛି ଦିନ…

ଆରବିଆଇ ଦେଲା କଡ଼ା ଚେତାବନୀ, ବ୍ୟାଙ୍କ ଆକାଉଣ୍ଟ ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଡିଜିଟାଲ ଓ୍ଵାର୍ଲ୍ଡର ଗୋଟିଏ ଭୁଲ ଆପଣଙ୍କ ଉପରେ ଭାରି ପଡ଼ିପାରେ । କାରଣ ସ୍ମାର୍ଟଫୋନ ଏବଂ ଇଣ୍ଟରନେଟ ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । ଏପରିସ୍ଥିତିରେ ଅନଲାଇନ୍‌ ଓ୍ଵାର୍ଲ୍ଡର ଗୋଟିଏ ଭୁଲ୍‌ ଆପଣଙ୍କର ବହୁତ କ୍ଷତି ଘଟାଇପାରେ । ଏଥିପାଇଁ ଆରବିଆଇ ଏକ ଆଲର୍ଟ ଜାରି କରିଛି ।…

ଏଟିଏମ୍‌ କାଉଣ୍ଟର ବସାଇବା ପାଇଁ ଦେଇଥିଲେ ମିଛ ଵିଜ୍ଞାପନ, ଠକାମିର ଶିକାର ହେଲେ ଚାକିରି ଆଶାୟୀ

ମାତିଛନ୍ତି ଅନଲାଇନ୍‌ ଠକ । ସାଧାରଣ ଲୋକଙ୍କୁ ଠକିବା ପାଇଁ ଆପଣାଉଛନ୍ତି ନୂଆ ନୂଆ ଉପାୟ । ବର୍ତ୍ତମାନ ଯୁବପିଢ଼ୀଙ୍କୁ ଚାକିରି ମିଳୁନି । ତେଣୁ ଚାକିରି ଆଶାୟୀଙ୍କୁ ଠକମାନେ ଟାର୍ଗେଟ କରୁଛନ୍ତି । ଚାକିରି ଲୋଭରେ ଅନେକ ଯୁବପିଢ଼ି ଅଛନ୍ତି ଯେଉଁମାନେ ଠକମାନଙ୍କ ଠକାମିର ଶିକାର ହେଉଛନ୍ତି ।…

ବିଶ୍ୱକପ୍‌ ଫାଇନାଲ ମ୍ୟାଚର ଟିକେଟ କିଣିବା ନିଶା ଯୁବତୀଙ୍କୁ ପଡ଼ିଲା ମହଙ୍ଗା, ଆକାଉଣ୍ଟରୁ ଗଲା ୫୬ ହଜାର

ରାତି ପାହିଲେ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍ । ଏନେଇ ଫ୍ୟାନ୍ସଙ୍କ କ୍ରେଜ୍‌ ବଢ଼ି ଚାଲିଛି । ଭାରତ ଜିତିବ ବୋଲି ଫ୍ୟାନ୍ସମାନେ ବିଶ୍ୱାସ ରଖିଛନ୍ତି । ତେବେ ୧୯ ନଭେମ୍ବରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ । ଫ୍ୟାନ୍ସମାନେ ଏହାକୁ ନେଇ ଖୁବ୍‌ ଖୁସି ଅଛନ୍ତି । ତେବେ…

ସ୍କାମରଙ୍କ ସ୍କାମରେ ଫସିଗଲେ ଏହି ବ୍ୟକ୍ତି, ହ୍ଵାଟ୍ସଆପରେ ଚାକିରି ଅଫର ଦେଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

ଦୁନିଆରେ ୫୫୦ ମିଲିୟନରୁ ଅଧିକ ଲୋକ ହ୍ଵାଟ୍ସଆପ୍ ବ୍ୟବହାର କରନ୍ତି । ଏତେ ସଂଖ୍ୟକ ୟୁଜର୍ ବେସ୍ ହେତୁ ସ୍କାମରମାନେ ଏହି ଆପ୍ ଦ୍ୱାରା ଲୋକଙ୍କୁ ସେମାନଙ୍କର ଶିକାର କରୁଛନ୍ତି । ନିକଟରେ ମୁମ୍ବାଇର ଜଣେ ଫୁଟବଲ କୋଚଙ୍କୁ ହ୍ଵାଟ୍ସଆପରେ ମିଳିଥିବା ଏକ ଚାକିରି ଅଫର ମହଙ୍ଗା ପଡିଛି ଏବଂ ସେ ନିଜର…

ଏମିତି ମେସେଜ ଆସୁଥିଲେ ସତର୍କ ରୁହନ୍ତୁ

ସ୍ମାର୍ଟଫୋନ୍ ଆସିବା ପରେ ଆପଣଙ୍କୁ କିଛି ବିଶେଷ କଥାର ଧ୍ୟାନ ରଖିବା ଆବଶ୍ୟକ ହୋଇଥାଏ । ଏହାକୁ ଅଣଦେଖା ନକରିବା ଉଚିତ। ସ୍ମାର୍ଟଫୋନରେ ହ୍ୟାକିଂ ସମସ୍ୟା ତ ଅନେକ ବାର ଆମେ ଶୁଣିଛେ। ଅନେକ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଏନେଇ ଚୋରି ମଧ୍ୟ ହେଉଛି । କ’ଣ ଆପଣଙ୍କ ଫୋନକୁ ଆସୁଛି କି ଏହି ମେସେଜ।…