Browsing Tag

scb hospita

ନିଜର ଲିଭର ଦାନ କରି ସ୍ୱାମୀଙ୍କ ଜୀବନ ବଞ୍ଚାଇଲେ ସ୍ତ୍ରୀ

କଟକ: ପତି ପତ୍ନୀ ସମ୍ପର୍କ ସବୁଠୁ ଉର୍ଦ୍ଧ୍ୱରେ । ଗୋଟିଏ ସ୍ତ୍ରୀ ନଜରରେ ସ୍ୱାମୀ ତା ପାଇଁ ଇଶ୍ୱର ସମାନ ହୋଇଥାଏ । ଆଉ ଦୁହିଁଙ୍କ ସମ୍ପର୍କରେ ପରସ୍ପର ପ୍ରତି ରହିଥାଏ ସ୍ନେହ ପ୍ରେମ ଆଉ ଭଲପାଇବା । ଯେଉଁ ଭଲପାଇବା ଏହି ସଂସାରରେ ପ୍ରତ୍ୟେକ ପରିବାରରେ ଦେଖାଯାଏ ।  ଦୁହିଁଙ୍କ ସମ୍ପର୍କ ସାତ…

ଏସସିବିରେ ୨ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ କାର୍ଯ୍ୟାନୁଷ୍ଠାନ, ବହିଷ୍କାର ହେଲେ ଡାକ୍ତର ଦିଲବାଗ୍ ସିଂ

କଟକ : ଏସସିବିରେ ୨ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ବହିଷ୍କାର ହେଲେ ଡାକ୍ତର ଦିଲବାଗ୍‌‌ ସିଂହ। ଦୁଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ବହିଷ୍କାର ପ୍ରସ୍ତାବ ଗୃହୀତ ହୋଇଥିବା କହିଛନ୍ତି ଅଧୀକ୍ଷକ ପ୍ରଫେସର…

ଏସସିବି ମେଡିକାଲରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ ହୋଇଥିବା ରୋଗୀଙ୍କ ମୃତ୍ୟୁ

କଟକ (କେନ୍ୟୁଜ): କଟକ ଏସସିବି ମେଡିକାଲରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ ହୋଇଥିବା ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଗତ ୯ ତାରିଖରେ ଖୋର୍ଦ୍ଧା ଅଞ୍ଚଳର ଶୁଭ୍ରାଂଶୁ ସାହୁଙ୍କର କଟକ ଏସସିବି ମେଡିକାଲରେ ପ୍ରଥମ ହାପଲୋ…

ଫିଲ୍ମ ଷ୍ଟାଇଲରେ କଏଦୀ ହେଲା ଛୁ, ବାଥ ରୁମରେ ଶାଢି ପିନ୍ଧି ମାରିଲା ଚମ୍ପଟ

କଟକ (କେନ୍ୟୁଜ): କଟକ ଏସସିବିରୁ ଶାଢି ପିନ୍ଧି ଚମ୍ପଟ ମାରିଲା ବିଚାରାଧିନ କଏଦୀ । ବାଥ ରୁମ ଯିବା ବାହାନାରେ ଛୁ ମାରିଲା । ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ । ଚମ୍‌ମ୍ପଟ ମାରିଥିବା ବିଚାରଧୀନ କଏଦୀ ହେଲେ ଜଗତସିଂପୁର ନାଉଗାଁର ସଜନ ଦାସ ।…

SCB ମେଡିକାଲର ସର୍ଜରୀ ବିଭାଗରେ ଛାତରୁ ଖସିଲା ଫ୍ୟାନ୍, ଚିକିତ୍ସାଧୀନ ରୋଗୀ ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି

କଟକ: ରୋଗୀଙ୍କ ଉପରେ ଖସିଲା ଫ୍ୟାନ୍‌। SCB ମେଡିକାଲର ସର୍ଜରୀ ବିଭାଗରେ ଛାତରୁ ଖସିଲା ଫ୍ୟାନ୍‌। ଚିକିତ୍ସାଧୀନ ରୋଗୀଙ୍କ ଦେହରେ ବାଜିବାରୁ ରୋଗୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ରୋଗୀଙ୍କୁ ICUରେ ଭର୍ତ୍ତି କରାଯାଇଛି। ୪ ଦିନ ତଳେ SCBରେ ଭର୍ତ୍ତି ହୋଇଥିଲେ ଯାଜପୁର ଜିଲ୍ଲାର ମହିଳା।…