Below header
Browsing Tag

school close

ଏପ୍ରିଲ ୨୫ରୁ ଖରା ଛୁଟି: ସ୍କୁଲ ବନ୍ଦ ନେଇ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତେଣୁ ଆସନ୍ତା ୨୫ରୁ ରାଜ୍ୟରେ ଖରାଛୁଟି ଘୋଷଣା । ଏପ୍ରିଲ ୨୨ରୁ ୨୪ ଯାଏଁ ୩ ଦିନ ହେବ ସକାଳ ସ୍କୁଲ । ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ଖୋଲା ରହିବ ସ୍କୁଲ । ଏପ୍ରିଲ ୨୫ ଠାରୁ ଗ୍ରୀଷ୍ମଛୁଟି ଘୋଷଣା କଲେ ସରକାର । ଅସହ୍ୟ…

ଦିଲ୍ଲୀ ପରେ ହରିୟାଣାର ସମସ୍ତ ସରକାରୀ ଏବଂ ବେସକାରୀ ସ୍କୁଲ ବନ୍ଦ, ହେବ ଅନଲାଇନ କ୍ଲାସ

ଦିଲ୍ଲୀରେ ପ୍ରଦୂଷଣ ବଢୁଥିବା ଯୋଗୁଁ ସରକାରୀ ସ୍କୁଲ ବନ୍ଦ ହେବା ପରେ ହରିୟାଣାରେ ମଧ୍ୟ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବଢୁଥିବା ପ୍ରଦୂଷଣ ଯୋଗୁଁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଛି ।…

ସବୁ ଆଡେ ବର୍ଷା: ଦେବଗଡ଼ରେ ବୁଧ ଓ ଗୁରୁ ସ୍କୁଲ-ଅଙ୍ଗନୱାଡି ଛୁଟି ଘୋଷଣା

ଦେବଗଡ଼ (କେନ୍ୟୁଜ): ପ୍ରବଳ ବର୍ଷାରେ ବେହାଲ ସାରା ରାଜ୍ୟ । ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର କିଛି ଜିଲ୍ଲାରେ ବନ୍ଦ ରହିଛି ସ୍କୁଲ ଓ କଲେଜ । ସେହିପରି ଦେବଗଡ଼ ଜିଲ୍ଲାରେ ଗତକାଲି ଠାରୁ ଲାଗି ରହିଛି ଅବିଶ୍ରାନ୍ତ ବର୍ଷା । ଗତକାଲି ସନ୍ଧ୍ୟାରୁ ଆଜି ସକାଳ ୮ଟା ଯାଏଁ…

ପୁଣି ଥରେ ଚୀନରେ ହୁ ହୁ ହୋଇ ବଢୁଛି ସଂକ୍ରମଣ: ସ୍କୁଲ,ବିମାନ ବନ୍ଦର ଓ ପର୍ଯ୍ୟଟନ ସ୍ଥଳ ବନ୍ଦ କଲେ ସରକାର

ନୂଆଦିଲ୍ଲୀ : ପୁଣି ସବୁ ବନ୍ଦ। ବିମାନ ବନ୍ଦର ,ସ୍କୁଲ ,ପର୍ଯ୍ୟଟନ ସ୍ଥଳ ସବୁ ବନ୍ଦ। ଚୀନକୁ କରୋନା ଫେରିବା ପରେ ଏମିତି ପଦକ୍ଷେପ ନେଇଛି ପ୍ରଶାସନ। ଏହି ନୂତନ ସଂକ୍ରମଣ ପର୍ଯ୍ୟଟକଙ୍କ ଏକ ଗୋଷ୍ଠୀ ସହିତ ଜଡିତ ଥିବା ଚୀନ ସନ୍ଦେହ କରୁଛି। ଫଳ ସ୍ୱରୂପ ଦେଶରେ ବିମାନ ଚଳାଚଳ, ବିଦ୍ୟାଳୟ ଏବଂ…