Browsing Tag

school closed

ସ୍ଥିତି ଦେଖି ବନ୍ଦ ହେବ ହଷ୍ଟେଲ, କରୋନା ସଂକ୍ରମଣ ବଢୁଥିବାରୁ ୧୦ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର: କରୋନା ସଂକ୍ରମଣ ବଢୁଥିବାରୁ ୧୦ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଶିକ୍ଷାନୁଷ୍ଠାନ ସ୍ଥିତି ଦେଖି ହଷ୍ଟେଲ ବନ୍ଦ କରିବା ଦିଗରେ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ଏସ୍‌ଆରସି ନିୟମାବଳୀ ଅନୁସାରେ ଜିଲ୍ଲାପାଳ ନିଷ୍ପତ୍ତି…

ମାର୍ଚ୍ଚ ସୁଦ୍ଧା ସରିଯିବ କୋର୍ସ, ଏପ୍ରିଲ ମାସରୁ ରବିବାର ସ୍କୁଲ୍ ବନ୍ଦ

ଭୁବନେ‌ଶ୍ୱର: ଏପ୍ରିଲ ମାସରୁ ରବିବାର ବନ୍ଦ ରହିବ ସ୍କୁଲ୍ । ମାର୍ଚ୍ଚ ସୁଦ୍ଧା ସରିଯିବ କୋର୍ସ । ତେଣୁ ରେଗୁଲାର କ୍ଲାସର ଆବଶ୍ୟକତା ନାହିଁ । ଏପ୍ରିଲରୁ ରିଭିଜନ୍‌ କ୍ଲାସ ହେବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମନ୍ତ୍ରୀ କହିଛନ୍ତି, ରିଭିଜନ୍‌ କ୍ଲାସ ବେଳେ ଆଉ…

ବଳି ପଡ଼ିବାକୁ ଯାଉଛି ଉତ୍କଳ ଗୋୖରବ ମଧୁସୂଦନ ଦାସଙ୍କ ପିଲାଦିନର ସ୍କୁଲ୍, ସରକାରଙ୍କ ନିଷ୍ପତ୍ତିରୁ ଏହି ଐତିହାସିକ…

ସାଲେପୁର: ସ୍କୁଲ ବନ୍ଦ କରିବା ଜିଦରେ ଅଟଳ ସରକାର, ହେଲେ ଏଭଳି ଜିଦ ଆଗରେ ବଳି ପଡ଼ିବାକୁ ଯାଉଛି ବହୁ ଐତିହାସିକ ବିଦ୍ୟାଳୟ। ଏଭଳି ନିଷ୍ପତ୍ତିରୁ ବାଦ ପଡ଼ିନି ଉତ୍କଳ ଗୋୖରବ ମଧୁସୂଦନ ଦାସ, ପିଲା ଦିନେ ପାଠ ପଢୁଥିବା ନିଜ ଗାଁ ସ୍କୁଲ। ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।…

ରାଜ୍ୟରେ ଏବେ ଖୋଲିବନି ସ୍କୁଲ୍, ନବମରୁ ଦ୍ୱାଦଶ ଶ୍ରେଣୀ ଶିକ୍ଷାଦାନ ନିଷ୍ପତ୍ତିକୁ କରାଗଲା ସାମୟିକ ସ୍ଥଗିତ

ଭୁବନେଶ୍ବର: ରାଜ୍ୟରେ ଏବେ ଖୋଲିବନି ସ୍କୁଲ । ଗଣଶିକ୍ଷା ବିଭାଗ ପକ୍ଷରୁ ନବମରୁ ଦ୍ୱାଦଶ ଶ୍ରେଣୀ ଶିକ୍ଷାଦାନ ନିଷ୍ପତ୍ତିକୁ ସାମୟିକ ସ୍ଥଗିତ ରଖାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଆସନ୍ତା ୨୧ ତାରିଖ ପରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଖୋଲିବାକୁ ଯୋଜନା ରହିଥିଲା…

ରାଜ୍ୟର ସବୁ ସରକାରୀ,ଘରୋଇ ସ୍କୁଲ ପରୀକ୍ଷା ସ୍ଥଗିତ: କରୋନା ପାଇଁ ଗଣଶିକ୍ଷା ବିଭାଗର ପଦକ୍ଷେପ

ଭୁବନେଶ୍ବର: ରାଜ୍ୟର ସବୁ ସରକାରୀ,ଘରୋଇ ସ୍କୁଲ ପରୀକ୍ଷା ସ୍ଥଗିତ । କରୋନା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ପଦକ୍ଷେପ । ପ୍ରଥମରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ସ୍ଥଗିତ କରାଯାଇଛି । ଶିକ୍ଷକମାନେ ସ୍କୁଲକୁ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲକୁ ନଆସିଲେ ବି ଶିକ୍ଷକମାନେ…

ବର୍ଷା ପାଇଁ ୩ ଜିଲ୍ଲାର ସ୍କୁଲ ଓ ଅଙ୍ଗନଓ୍ୱାଡିକୁ ୨ ଦିନ ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ, ସରକାରୀ କର୍ମଚାରୀଙ୍କ…

 ଭୁବନେଶ୍ବର(କେନ୍ୟୁଜ୍):  ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୩ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ଛୁଟି ଘୋଷଣା କରାଯାଇଛି । ପୁରୀ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାରେ ଆସନ୍ତାକାଲି ଓ ଶନିବାର ୨ଦିନ ସ୍କୁଲ ଛୁଟି ରହିବ । ଏ ନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ସୂଚନା…

ପ୍ରବଳ ବର୍ଷା ଯୋଗୁ ୮ଟି ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା

ଭୁବ‌ନେଶ୍ବର : ପ୍ରବଳ ବର୍ଷା ଯୋଗୁ ୮ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା । କଟକ, ଗଞ୍ଜାମ, ଗଜପତି, ଭଦ୍ରକ, ପୁରୀ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା ହୋଇଛି । ଏସବୁ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି । ଜିଲ୍ଲାପାଳ ଏନେଇ…

ବଲାଙ୍ଗିର ଜିଲ୍ଲାରେ ବନ୍ଦ ହେବ ୨୮ଟି ସ୍କୁଲ୍

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଜିଲ୍ଲାରେ ବନ୍ଦ ହେବ ୨୮ଟି ସ୍କୁଲ୍ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଅନୁସାରେ ୧୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରାଯିବ । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୪୪ଟି ବିଦ୍ୟାଳୟର ନାଁ ରହିଥିବା ବେଳେ ଏଥିରୁ ୨୮ଟି ବିଦ୍ୟାଳୟର…