ରାଜ୍ୟର ସବୁ ସରକାରୀ,ଘରୋଇ ସ୍କୁଲ ପରୀକ୍ଷା ସ୍ଥଗିତ: କରୋନା ପାଇଁ ଗଣଶିକ୍ଷା ବିଭାଗର ପଦକ୍ଷେପ

ଭୁବନେଶ୍ବର: ରାଜ୍ୟର ସବୁ ସରକାରୀ,ଘରୋଇ ସ୍କୁଲ ପରୀକ୍ଷା ସ୍ଥଗିତ । କରୋନା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ପଦକ୍ଷେପ । ପ୍ରଥମରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ସ୍ଥଗିତ କରାଯାଇଛି । ଶିକ୍ଷକମାନେ ସ୍କୁଲକୁ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲକୁ ନଆସିଲେ ବି ଶିକ୍ଷକମାନେ ଆଲର୍ଟ ରହିବେ । ଶିକ୍ଷକଙ୍କୁ ଫୋନ୍‌ରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ।

noticeଦ୍ୱାଦଶ ଶ୍ରେଣୀ ପରୀକ୍ଷା ଜାରି ରହିବ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି। ତେବେ ଖାତାଦେଖା ଚାଲିବ । ସେହିଭଳି ଉତ୍କଳ ବିଶ୍ୱ ବିଦ୍ୟାଳୟ ହଷ୍ଟେଲ ଛାଡିବାକୁ ନିର୍ଦେଶ ଦିଆଯାଇଛି । ଆସନ୍ତାକାଲି ଅପରାହ୍ନ ୫ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ପିଜି କାଉନସିଲ ଚେୟାରମ୍ୟାନ ନର୍ଦେଶ ଦେଇଛନ୍ତି । ସ୍ଥିତିକୁ ନଜରରେ ରଖି କେବେ ଖୋଲିବ ତାହା ଜଣାଇ ଦିଆଯିବ ।

coronareport

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.