Browsing Tag

school roof

କୋରାପୁଟରେ ବର୍ଷାର ତାଣ୍ଡବ, ଭୁଶୁଡ଼ିଲା ସ୍କୁଲ ଶ୍ରେଣୀ ଗୃହ ଛାତ

କୋରାପୁଟରେ ବର୍ଷାର ତାଣ୍ଡବ। ଲଗାଣ ବର୍ଷାରେ ଭୁଶୁଡ଼ିଲା ଦଶମନ୍ତପୁର ବ୍ଲକ ଗିରଲୀଗୁମା ପଞ୍ଚାୟତର ରତାବନ୍ଧ ଉଚ୍ଚ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଛାତ। ଏହା ସହ ପାଚେରୀ ମଧ୍ୟ ଭାଙ୍ଗି ପଡ଼ିଛି। ଶ୍ରେଣୀଗୃହ ଗୁଡ଼ିକ ୨୦୦୫ମସିହାରେ ନିର୍ମାଣ କରାଯାଇଥିଲା। ସେପଟେ ହଷ୍ଟେଲ ଗୃହ…