ବଦଳିଲା ସ୍କୁଲ ଖୋଲିବା ସମୟ, ସକାଳ ୬ରୁ ୯ଟା ଯାଏ ହେବ ପାଠପଢ଼ା
ଭୁବନେଶ୍ୱର (କେନ୍ୟୁଜ୍) : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଖୋଲିବା ଓ ପାଠପଢ଼ା ସମୟରେ ପରିବର୍ତ୍ତନ କରିଛନ୍ତି । ନୂଆ ନିର୍ଦ୍ଦେଶ ଅନୁଯାୟୀ ସ୍କୁଲଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି…