ବଦଳିଲା ସ୍କୁଲ ଖୋଲିବା ସମୟ, ସକାଳ ୬ରୁ ୯ଟା ଯାଏ ହେବ ପାଠପଢ଼ା

ଭୁବନେଶ୍ୱର (କେନ୍ୟୁଜ୍‌) : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଖୋଲିବା ଓ ପାଠପଢ଼ା ସମୟରେ ପରିବର୍ତ୍ତନ କରିଛନ୍ତି । ନୂଆ ନିର୍ଦ୍ଦେଶ ଅନୁଯାୟୀ ସ୍କୁଲଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ଆସନ୍ତା ମେ ମାସ ୨ ତାରିଖରୁ ଏହି ନିର୍ଦ୍ଦେଶ ଲାଗୁ ହେବ । ପୂର୍ବରୁ ସ୍କୁଲ ସମୟ ସକାଳ ୬.୩୦ରୁ ୧୦.୩୦ ଯାଏ ଥିଲା ।
ତେବେ ପୂର୍ବ ନିର୍ଦ୍ଧାରିତ ସମସ୍ତ ପରୀକ୍ଷାଗୁଡ଼ିକର ସମୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

school-2

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.