Below header
Browsing Tag

service charges

ICICI ବ୍ୟାଙ୍କ ଗ୍ରାହକଙ୍କୁ ଝଟକା, ଏସବୁ ସେବା ପାଇଁ ଦେବାକୁ ପଡିବ ଅତିରିକ୍ତ ଶୁଳ୍କ

ଦେଶର ଦ୍ୱିତୀୟ ବଡ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ନିଜର ଶୁଳ୍କକୁ ବୃଦ୍ଧି କରିଛି । ବ୍ୟାଙ୍କ ନିଜର ଆଇଏମପିଏସ, ଚେକ ବୁକ୍‌ଏ ଡେବିଟ କାର୍ଡର ବାର୍ଷିକ ଚାର୍ଜ, ଇଣ୍ଟରେଷ୍ଟ ସାର୍ଟିଫିକେଟ, ବାଲାନ୍ସ ସାର୍ଟିଫିକେଟ, ଆଡ୍ରେସ ଭେରିଫିକେସନ ଆଦି ଅନେକ ଚାର୍ଜରେ ପରିବର୍ତ୍ତନ କରିଛି ।…

ଏବେ କୌଣସି ହୋଟେଲ କିମ୍ବା ରେସ୍ତୋରାଁ ଖାଦ୍ୟ ବିଲରେ ସେବା ଶୁଳ୍କ ଆଦାୟ କରିପାରିବେ ନାହିଁ : ଉପଭୋକ୍ତା ବ୍ୟାପାର…

କେନ୍ୟୁଜ୍(ବ୍ୟୁରୋ): କୌଣସି ହୋଟେଲ କିମ୍ବା ରେସ୍ତୋରାଁ ସ୍ବତଃପ୍ରବୃତ ଭାବେ କିମ୍ବା ଭୁଲବଶତଃ ଖାଦ୍ୟ ବିଲ ଉପରେ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ କରିପାରିବେ ନାହିଁ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି । ହୋଟେଲ ଓ ରେସ୍ତୋରାଁରେ ସେବା ଶୁଳ୍କ ଲାଗୁ…

ଏବେ ରୋସ୍ତୋରାଁରେ ଖାଇବା ହେବ ୧୦ ପ୍ରତିଶତ ଶସ୍ତା, ସର୍ଭିସ ଚାର୍ଜ ଆଦାୟ କରିବାକୁ ଅବୈଧ କଲେ ସରକାର

ଅବୈଧ ଘୋଷିତ ହେଲା ସର୍ଭିସ୍‌ ଚାର୍ଜ। ଏକ ଉପଭୋକ୍ତାଙ୍କ ମାମଲାରେ ମନ୍ତ୍ରଣାଳୟ ପକ୍ଷରୁ ସର୍ଭିସ ଚାର୍ଜକୁ ଅବୈଧ ଘୋଷଣା କରାଯାଇଛି। ମନ୍ତ୍ରଣାଳୟ ତରଫରୁ ଭାରତୀୟ ଜାତୀୟ ରେସ୍ତୋରାଁ ସଂଘ (NRAI)କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେ ତୁରନ୍ତ ଖାଦ୍ୟପେୟ ଉପରୁ ସର୍ଭିସ ଚାର୍ଜ ନେବା ବନ୍ଦ କରନ୍ତୁ।…

୧ ଫେବ୍ରୁଆରୀରୁ IMPS, NEFT ଏବଂ RTGS କାରବାର ଉପରେ SBI ବଢ଼ାଇବ ଚାର୍ଜ , ୨୦ ଟଙ୍କା ସହ ଦେବାକୁ ପଡ଼ିବ GST

ଭାରତର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) IMPS କାରବାର ଉପରେ ଏକ ନୂଆ ସ୍ଲାବ୍ ଯୋଡ଼ିଛି। ଏହାର ସୀମାକୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। SBIର ୱେସାଇଟ ଅନୁସାରେ, ୨୦୨୨ ଫେବ୍ରୁଆରୀ ୧ରୁ IMPS ଉପରେ ଜିଏସ୍ଟି ସହିତ ଗ୍ରାହକ ମାନଙ୍କୁ ଶୁଳ୍କ ଦେବାକୁ…