ପୁଣି ଟଳିଲା ସବ୍ନମ୍ଙ୍କ ଫାଶୀ, ରାଜ୍ୟପାଳଙ୍କ ନିକଟରେ କ୍ଷମା ପିଟିସନ୍ ଯୋଗୁ ଅଟକିଲା ଶୁଣାଣି
ପୁଣିଥରେ ଟଳିଲା ଅମରୋହା ବାବଦଖେଡି ହତ୍ୟାକାଣ୍ଡର ଦୋଷୀ ସବ୍ନମ୍ଙ୍କ ଫାଶୀ। ସବ୍ନମ୍ଙ୍କୁ କେବେ ଫାଶୀ ହେବ ଆଜି ତା’ର ନିଷ୍ପତ୍ତି ହୋଇପାରିନାହିଁ। ସବ୍ନମ୍ଙ୍କୁ ଫାଶୀ ଦେବାକୁ ମଥୁରା ଜେଲରେ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ଡେଥ୍ ଓ୍ଵାରେଣ୍ଟ ଜାରି ହୋଇନଥିବାରୁ ତାଙ୍କୁ ଫାଶୀ…