Browsing Tag

shafiqur rahman

ଶପଥ ଗ୍ରହଣ ପରେ ବନ୍ଦେ ମାତରମ୍ କହିବାକୁ ମନା କଲେ ସାଂସଦ, କହିଲେ ଇସଲାମ୍ ବିରୋଧୀ

ଶପଥ ସମୟରେ ବନ୍ଦେ ମାତରମ୍ କହିବାକୁ ମନା କଲେ ସାଂସଦ । ସମାଜବାଦୀ ପାର୍ଟି ସାଂସଦ ଶାଫିକୁର ରହମାନ୍ ସଂସଦ ଗୃହରେ ଲୋକସଭା ସାଂସଦ ଭାବରେ ଶପଥ ନେବାପରେ କହିଥିଲେ, ବନ୍ଦେ ମାତରମ୍ ଇସଲାମ୍ ବିରୋଧୀ ତେଣୁ ମୁଁ ଏହାକୁ ଉଚ୍ଚାରଣ କରିପାରିବିନି । ଯାହା ଫଳରେ ଗୃହରେ ଉପସ୍ଥିତ ଅନ୍ୟ ନେତାମାନେ…