Below header
Browsing Tag

shaharukh khan

ଭାରତ-ପାକିସ୍ତାନ ମ୍ୟାଚ୍ ଥାଇ ବି ୱିକେଣ୍ଡରେ ରେକର୍ଡ କଲା ‘ଜୱାନ’, ୪ଦିନରେ ୨୫୨ କୋଟି କଲେକ୍ସନ

ମୁମ୍ବାଇ: ବକ୍ସ ଅଫିସରେ ଦମଦାର କଲେକ୍ସନ କରୁଛି ଶାହାରୁଖ ଖାନଙ୍କ ଫିଲ୍ମ ଜୱାନ । କୁହାଯାଉଛି ବଲିଉଡର ସବୁ ଫିଲ୍ମର ରେକର୍ଡ ଭାଙ୍ଗିବ ଜୱାନ । ରେକର୍ଡ ବ୍ରେକର ସାବ୍ୟସ୍ତ ହେବ। ୱିକେଣ୍ଡ କଲେକ୍ସନରେ ରେକର୍ଡ କରିଛି ଫିଲ୍ମ । ୪ଦିନରେ କଲେକ୍ସନ କରିଛି ୨୫୨ କୋଟି । ୭ ସେପ୍ଟେମ୍ବରରେ ରିଲିଜ…

NCB ଅଫିସରେ ଆର୍ଯ୍ୟନଙ୍କୁ ରାତି ତମାମ୍ ଜେରା, ସୁଟିଂ ବାତିଲ କରି ସ୍ପେନରୁ ଫେରିଲେ ଶାହରୁଖ ଖାନ୍

ମୁମ୍ବାଇ: NCB ଅଫିସରେ ରାତି କାଟିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ । ସୂଚନା ଅନୁସାରେ ଆର୍ଯ୍ୟନଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି NCB ଅଧିକାରୀ । ତାଙ୍କୁ ଦିନିକିଆ ରିମାଣ୍ଡରେ ନେବା ପରେ ପଚରାଉଚରା କରାଯାଇଛି । ତାଙ୍କ ସହ ମୁନମୁନ ଧମେଚା, ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ମଧ୍ୟ…

ଗୋଟିଏ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ସଲମାନ, ଶାହାରୁଖ, ହ୍ରିତିକ, କ୍ୟାଟ୍ରିନା ଏବଂ ଦୀପିକା

ସଲମାନ ଖାନ, ଶାହାରୁଖ ଖାନ, ହ୍ରିତିକ ରୋଶନ, କ୍ୟାଟ୍ରିନା କୈଫ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରମାନେ ଗୋଟିଏ ଫିଲ୍ମରେ ଅଭିନୟ କରିପାରିବେ କି ? ଅଧିକାଂଶ ଲୋକେ ଏହାକୁ ଥଟ୍ଟା ବୋଲି ଭାବିବେ ନଚେତ କହିବେ ଏହା ଅସମ୍ଭବ, କିନ୍ତୁ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କର…

ଶାହରୁଖଙ୍କ ଚଳଚ୍ଚିତ୍ର ‘ପଠାନ’ରେ ଏବେ ସଲମାନ ଖାନ ବି ଆସିବେ ନଜର

ଆଜିକାଲି ଜଣେ ଖାନ ଅନ୍ୟ ଜଣେ ଖାନଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ସେ ଫିଲ୍ମରେ ଏକ ଛୋଟ ଭୂମିକା ହେଉପଛେ । ଶାହାରୁଖ ଖାନ 'ପଠାନ' ନାମକ ଏକ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ଯେଉଁଥିରେ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ମଧ୍ୟ ଅଭିନୟ କରିଛନ୍ତି । ଖବର ମୁତାବକ,…

ପୁଣିଥରେ ପରଦାରେ ଏକାଠି ନଜର ଆସିବ ଶାହରୁଖ ଓ ଦୀପିକା, ଆସୁଛି ଏହି ନୂଆଫିଲ୍ମ

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଜିରୋ'ରେ ଦେଖିବାକୁ ମିଳିଥିଲା । ସେବେଠାରୁ ପ୍ରଶଂସକମାନେ ସେମାନଙ୍କର ପରବର୍ତ୍ତୀ ଫିଲ୍ମ ଘୋଷଣାକୁ ଅପେକ୍ଷା କରିଛନ୍ତି। ତେବେ ଏହା ମଧ୍ୟରେ ତାମିଲ ନିର୍ଦ୍ଦେଶକ ଅଟଲେ କୁମାରଙ୍କ ଫିଲ୍ମରେ ଶାହରୁଖ ଖାନ ଦୀପିକା ପାଦୁକୋନଙ୍କ…

ଶାହରୁଖଙ୍କ କ୍ୟାରିୟରକୁ ନେଇ ଫରହା ଖାନଙ୍କୁ ଦୋଷଦେଲେ ଏହି ବଲିଉଡ ଅଭିନେତା, ନିଜ ଟ୍ୱିଟରେ ଲେଖିଲେ ଏପରି

ବଲିଉଡର ବାଦଶାହା ଶାହରୁଖ ଖାନ ଆଜିକାଲି ଫିଲ୍ମ ଜଗତରୁ ଟିକେ ଦୁରେଇ ରହିଛନ୍ତି ସତ କିନ୍ତୁ ଚର୍ଚ୍ଚା ଚାଲିଛି ଯେ ସେ ଅତିଶୀଘ୍ର କୌଣସି ଫିଲ୍ମ ସାଇନ କରିବାକୁ ଯାଉଛନ୍ତି । ତେବେ ନିକଟରେ ଶାହରୁଖ ଖାନଙ୍କୁ ନେଇ ଆକ୍ଟର/ ପ୍ରଡ୍ୟୁସର କମଲ ଆର ଖାନ ଏକ ଟ୍ୱିଟ କରିଛନ୍ତି ଯାହାକି ବର୍ତ୍ତମାନ…