Browsing Tag

shammi kapoor -mumtaz love story

୧୬ ବର୍ଷ ସାନ ମମତାଜଙ୍କୁ ବିବାହ କରିବାକୁ ଚାହୁଁଥିଲେ ଶମ୍ମି କପୁର, ଏଇ ସର୍ତ୍ତ ପାଇଁ ଅଭିନେତ୍ରୀ କରିଦେଲେ ନା

ହିନ୍ଦି ସିନେମାରେ ୬୦ ଓ ୭୦ ଦଶକରେ ନିଜର ସୌନ୍ଦର୍ଯ୍ୟ ଓ ସୁନ୍ଦର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ମମତାଜ ଓ ଶମ୍ମି କପୁର ଯୋଡ଼ିଙ୍କୁ କିଏ ନ ଜାଣେ । ସେତେବେଳେ ରିଲ୍‌ ଓ ରିୟଲ ଲାଇଫରେ ଏହି କଳାକାରଙ୍କ ପ୍ରେମ କାହାଣୀ ବଡ଼ ଚର୍ଚ୍ଚାରେ ରହିଥିଲା । ବଲିଉଡରେ…