Browsing Tag

shiba linga

ଗଜପତି : ମୁଡୁମୁଡିଆ ଗାଁରେ ଅଲୌକିକ ଘଟଣା, ସ୍ୱପ୍ନାଦେଶ ପରେ ଶିବଲିଙ୍ଗର ଆବିର୍ଭାବ

ଗଜପତି(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ବ୍ଲକ ମୁଡୁମୁଡିଆ ଗାଁରେ ଅଲୌକିକ ଘଟଣା। ଗାଁ ନିକଟସ୍ଥ ରାମୀମୀରା ପାହାଡ଼ରେ ଏକ ଶିବଲିଙ୍ଗ ଆବିର୍ଭାବ ହୋଇଛି l କିଛି ଦିନଧରି ରାମଗିରି ଅଞ୍ଚଳର ଜଣେ ମାଳି ମୁଡୁମୁଡିଆ ଆସି ରାମୀମୀରା ପାହାଡ଼ ନିକଟରେ ଥିବା ଏକ ଉଇହୁଙ୍କା ନିକଟରେ ପୂଜାର୍ଚ୍ଚନା…