ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ଖାସ ହତିଆର ‘ବାଘ ନଖ’ , ଏଥିରେ ସେ ମୋଗଲ ବାଦଶାହା ଅଫଜଲ ଖାନଙ୍କୁ କରିଥିଲେ ହତ୍ୟା
ଛତ୍ରପତି ଶିବାଜୀ, ଯାହାଙ୍କୁ ମରାଠୀ ମାନେ ଭଗବାନ ଭଳି ପୂଜା କରି ଆସୁଛନ୍ତି । ଇତିହାସ କୁ ଦେଖିଲେ ତାଙ୍କର ଯୁଦ୍ଧ କୌଶଳ ତଥା ବୁଦ୍ଧି ଆଗରେ ଅନେକ ବଡ ବଡ ରାଜା ବି ହାର ମାନିଛନ୍ତି , ତାଙ୍କର ଏକ ଖାସ ହତିଆର ଥିଲା , ଯାହାକୁ ଭାରତରୁ ନେଇ ଲଣ୍ଡନରେ ରଖାଯାଇଥିଲା । ଯାହା ଏବେ ପୁଣି ଥରେ ଭାରତ…