Below header
Browsing Tag

shivraj singh chauhan

ବୋହୂ ଆଣିବାକୁ ଯାଇଥିଲେ ହେଲେ ବାଟରେ ଜଗିଥିଲା ଯମ: ବରଯାତ୍ରୀ ଗାଡି ଓଲଟି ୫ ମୃତ, ୩୦ରୁ ଅଧିକ ଗୁରୁତର

ଶେହଡୋଲରେ ଶୁକ୍ରବାର ରାତିରେ ଏକ ବଡ ସଡ଼କ ଦୁର୍ଘଟଣା ହୋଇଛି। ଏଠାରେ ୪୨ ବରଯାତ୍ରୀ ଭର୍ତ୍ତି ହୋଇଥିବା ପିକ୍‌ଅପ୍‌ ଭ୍ୟାନ ଓଲଟିବା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି। ବରଯାତ୍ରୀ ଗାଡି ଜୟସିଂହଗରର ଡୋହକା ଗାଁରୁ ଦେବଲୋନ୍ଦକୁ ଯାଉଥିଲା। ଏହି ଘଟଣାରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନଙ୍କ…

ଉତ୍ତରପ୍ରଦେଶ ପରେ ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ଫିଲ୍ମ ‘ସମ୍ରାଟ ପୃଥ୍ଵୀରାଜ’, ସୂଚନା ଦେଲେ ଶିବରାଜ ସିଂ…

ଅକ୍ଷୟ କୁମାର ଏବଂ ମାନୁଷୀ ଚିଲ୍ଲର ଅଭିନୀତ ଫିଲ୍ମ ସମ୍ରାଟ ପୃଥ୍ଵୀରାଜକୁ ଉତ୍ତରପ୍ରଦେଶ ପରେ ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି କରାଯାଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି। ଫିଲ୍ମଟି ଅଧିକରୁ ଅଧିକ ଲୋକ ଦେଖିପାରିବେ ତେଣୁ ଏହି ନିଷ୍ପତ୍ତି…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ପଜିଟିଭ ଚିହ୍ନଟ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବାବଦରେ ନିଜେ ଶିବରାଜ ହିଁ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିବା ବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାସହ ବିଗତ କିଛି ଦିନ ଭିତରେ ତାଙ୍କ ସଂପର୍ଶରେ…

ଆୟୁର୍ବେଦିକ ଚା’ ପ୍ୟାକେଟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଫଟୋ, ବିଜ୍ଞାପନ କରୁଥିବା ନେଇ ଅଭିଯୋଗ…

କରୋନା ସଙ୍କଟ ସମୟରେ ଯେଉଁଠି ସରକାର ରାଜ୍ୟବାସୀଙ୍କ ଇମ୍ୟୁନିଟି ବଢାଇବା ଉପରେ ଗୁରୁତ୍ୱ ଦେଉଛନ୍ତି, ସେଠି କଂଗ୍ରେସ ରାଜ୍ୟ ରାଜନୀତି ଉପରେ ନଜର ରଖିଛି। ତେବେ ଏହି ମହାମାରୀକୁ ମାତ ଦେବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟବାସୀଙ୍କୁ ଆୟୁର୍ବେଦିକ ଚା' ପିଆଇବାକୁ…

ବିଜେପିର ମିଶନ ୧୨୦ ପୂରଣ ହେବ : ଶିବରାଜ

ପୁରୀ : ନିମାପଡାରେ ବିଜେପି ପାଇଁ ପ୍ରଚାର କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ । ଏହି ଅବସରରେ ଶିବରାଜ କହିଛନ୍ତି ବିଜେପିର ମିଶନ ୧୨୦ ପୂରଣ ହେବ । ଓଡ଼ିଶାରେ ୨୧ ଲୋକସଭା ଆସନରେ ବିଜେପି ବାଜି ମାରିବ ।

ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନଙ୍କ ଇସ୍ତଫା, ମଧ୍ୟପ୍ରଦେଶରେ କଂଗ୍ରେସ୍ ସରକାର ଗଠନ ନେଇ ଫିଟିଲା ବାଟ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ ନେଇ ବାଟ ଫିଟିବାରେ ଲାଗିଛି । ରାଜ୍ୟପାଳ ଆନନ୍ଦୀବେନ ପଟେଲ କଂଗ୍ରେସକୁ ଡାକିଛନ୍ତି । ସରକାର ଗଠନ ପାଇଁ ରାଜ୍ୟପାଳ କଂଗ୍ରେସକୁ ଆମନ୍ତ୍ରଣ କରିବେ ବୋଲି ଅନୁମାନ କରାଯାଉଛି । କିଛି ସମୟ ତଳେ ଶିବରାଜ ଚୌହ୍ବାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…