Below header
Browsing Tag

shradhanjali

ଜାତୀୟ ମହିଳା ଫୁଟବଲ୍‌ ଦଳର ସହ ପ୍ରଶିକ୍ଷିକା ହେଲେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ

ଭାରତୀୟ ମହିଳା ଫୁଟବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ପୁଣି ଆଉ ଏକ ଦାୟିତ୍ୱ ମିଳିଛି । ଶ୍ରଦ୍ଧାଞ୍ଜଳିଙ୍କୁ ଜାତୀୟ ଯୁବ ଦଳର ସହକାରୀ ପ୍ରଶିକ୍ଷକ ଦାୟିତ୍ବ ମିଳିଛି। ଚଳିତ ବର୍ଷର ଏଏଫ୍ସି ପ୍ରତିଯୋଗିତା ଏବଂ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ଭଲ ପ୍ରଦର୍ଶନ…

ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପୁଣି ୧୫ ଦିନ ସମୟ ଗଡାଇଲେ ଶ୍ରଦ୍ଧାଞ୍ଜଳି

କେନ୍ୟୁଜ୍(ବ୍ୟୁରୋ):ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା । ପୁଣି ବାହାନା ଦେଖାଇଲେ ଶ୍ରଦ୍ଧାଞ୍ଜଳି । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପୁଣି ୧୫ ଦିନ ସମୟ ଗଡାଇଲେ ଶ୍ରଦ୍ଧାଞ୍ଜଳି । ଆସନ୍ତା ୨୦ ତାରିଖରେ ବ୍ୟକ୍ତିଗତ ହାଜିରା ହେବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଅନ୍ୟପଟେ ବ୍ୟକ୍ତିଗତ…