Browsing Tag

Shree Jagannath Temple

ଫନି ବାତ୍ୟା ପ୍ରଭାବରୁ ବାଦ ପଡି ନାହାନ୍ତି ମହାପ୍ରଭୁ, ଏବେ ପ୍ରସାଦ ପାଇଁ ଅଭାବ ଅବଢା କୁଡ଼ୁଆ ଏବଂ ତୁଳସୀ

ମହାବାତ୍ୟା ଫନିର ପ୍ରଭାବରେ ପୁରୀ ଜିଲ୍ଲା ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଏଥିରୁ ବାଦ ପଡ଼ିନି ମହାପପ୍ରଭୁଙ୍କ ସେବାରେ ଲାଗି ହେଉଥିବା ଅବଢା କୁଡ଼ୁଆ ଏବଂ ତୁଳସୀ । ଡ଼େଲାଙ୍ଗ ବ୍୍ଲକର ବେରବୋଇ ଗ୍ରାମରେ ଥିବା କୁଡ଼ୁଆ ସେମା ଯୋଗାଉଥିବା କାରୀଗର ଙ୍କ ସହିତ ତୁଳସୀ ଯୋଗଉଥିବା ପିପିଲି ଆବଲପୁର…

ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ ବୈଠକ : ସୁପ୍ରିମକୋର୍ଟ ନିର୍ଦ୍ଦେଶ କାର୍ୟ୍ୟକାରୀ ନେଇ ଆଲୋଚନା

ପୁରୀ : ଶ୍ରୀମନ୍ଦିର ସଂପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରମୁଖ ସେବାୟତ ନିଯୋଗଙ୍କ ସହ ଆଲୋଚନା କରିଛି । ସୁପ୍ରିମକୋର୍ଟଙ୍କ ୧୨ଟି ଅନ୍ତରୀଣ ନିର୍ଦ୍ଦେଶ ମଧ୍ୟରେ ଯେଉଁଗୁଡ଼ିକ ତୁରନ୍ତ କାର୍ୟ୍ୟକାରୀ କରାଯିବ, ସେନେଇ ସେବାୟତଙ୍କ…

ଆଜି ହେବ ଶ୍ରୀଜିଉଙ୍କ ବନକଲାଗି

ପୁରୀ : ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ଅନୁଷ୍ଠିତ ହେବ। ଏଥିପାଇଁ ୪ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ପରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୪ଟାରୁ ୮ଟା ପର୍ୟ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚଚନା…

ମିଳିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି : ପୁରୀ ଜିଲ୍ଲା ରେକର୍ଡ ରୁମ୍ ସିଲ୍ ଲଫାପାରୁ ଡୁପ୍ଲିକେଟ୍ ଚାବିର ସନ୍ଧାନ

ପୁରୀ : ମିଳିଲା ବହୁ ଚର୍ଚ୍ଚିତ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି । ପୁରୀ ଜିଲ୍ଲା ରେକର୍ଡ ରୁମ୍‌ର ଏକ ଲକର ବନ୍ଦ ଲଫାପାରୁ ଚାବି ମିଳିଥିବା ସୂଚନା ମିଳିଛି ।  ଲଫାପା ଉପରେ ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି ବୋଲି ଲେଖାଯାଇଛି । ଜିଲ୍ଲାପାଳଙ୍କ ଦ୍ୱାରା ଗଠିତ ୨ଟି ଟିମ୍‌ ୫ ଦିନ…