୧୭ କୋଟିର ଇଞ୍ଜେକସନ୍ ଆମେରିକାରୁ ଆସି ପହଞ୍ଚିଲା ଜୟପୁରରେ, ହୃଦୟକୁ ଦେବ ନୂଆ ଜୀବନ
ଇଞ୍ଜେକସନ୍ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଆସିଥାଏ । କେହି ଇଞ୍ଜେକ୍ସନ୍ ନେବାକୁ ଚାହିଁ ନଥାନ୍ତି । କିନ୍ତୁ ଏହି ଇଞ୍ଜେକ୍ସନ୍ ନେବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଭଲ ହୋଇଥାଏ । ତେବେ ଏହି ଇଞ୍ଜେକ୍ସନ୍ର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଦୁନିଆର ସବୁଠାରୁ ଦାମୀ ଇଞ୍ଜେକ୍ସନ୍ । ୧୭ କୋଟି ଟଙ୍କା ମୂଲ୍ୟର ଦୁନିଆର ସବୁଠୁ ଦାମୀ ଇଞ୍ଜେକ୍ସନ୍ ଜୋଲଗେନେସ୍ମା ଜୟପୁରରେ ପହଞ୍ଚିଛି । ଏହି ଇଞ୍ଜେକ୍ସନ ଛୋଟ ହୃଦୟକୁ…
Read More...