Browsing Tag

shreyansi mohanta

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ଓଡ଼ିଆ ଝିଅ ଶ୍ରେୟାଂସୀ, ରଖିଲେ ମୟୂରଭଞ୍ଜର ଟେକ

କରଞ୍ଜିଆ(କେ.ନ୍ୟୁଜ): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଏମିତି ଅନେକ ପ୍ରତିଭା ଅଛନ୍ତି ଯାହା ଦେଖି ସାରା ବିଶ୍ୱ ଚକିତ ହେଇଯିବ। ମୟୂରଭଞ୍ଜ ଜିଲ୍ଲାର ଶେଷ ସୀମାନ୍ତରେ ଥିବା ରରୁଆ ବ୍ଲକର ଏକ କୁନି ଝିଅ ଏବେ ରହିଛି ଚର୍ଚ୍ଚାରେ। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି…