Browsing Tag

shreyas-iyer

ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କ କାନ୍ଧ ଅସ୍ତ୍ରୋପଚାର ସଫଳ, ଟ୍ବିଟ କରି ଫ୍ଯାନଙ୍କୁ ଧନ୍ଯବାଦ ଜଣାଇଲେ…

ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କର ଗୁରୁବାର ଦିନ ଅପରେସନ ସଫଳ ହୋଇଛି। ଇଂଲଣ୍ଡ ଦିନିକିଆ ସିରିଜ୍ ସମୟରେ ଶ୍ରେୟସଙ୍କ କାନ୍ଧରେ ଆଘାତ ହୋଇଥିଲା। ସେଥିପାଇଁ ସେ ଆଇପିଏଲ୍ ସିଜନ୍ ୧୪ ରୁ ବାଦ୍ ପଡିଥିଲେ। ତାଙ୍କ କାନ୍ଧ ଅପରେସନ ସଫଳ ହୋଇଛି ଏବଂ ସେ ଖୁବଶୀଘ୍ର ମଇଦାନକୁ ଫେରିବାକୁ…

ଦିନିକିଆ ସିରିଜ୍‌ରୁ ବାହାରିଲେ ଶ୍ରେୟସ୍‌ ଆୟର, ଆଇପିଏଲ୍‌ରୁ ବାଦ୍‌ ପଡ଼ିବା ନେଇ ବଢ଼ିଲା ଆଶଙ୍କା

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଆଘାତପ୍ରାପ୍ତ ହୋଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ୍‌ ଆୟରଙ୍କୁ ସିରିଜ୍‌ରୁ ବାହାର କରି ଦିଆଯାଇଛି। ଅର୍ଥାତ୍‌ ଆୟର ଆସନ୍ତା ୨୬ ଏବଂ ୨୮ ମାର୍ଚ୍ଚରେ ହେବାକୁ ଥିବା ସିରିଜ୍‌ର ବାକି ଦୁଇଟି ମ୍ୟାଚ୍‌ ଖେଳିପାରିବେ ନାହିଁ। ତେବେ ଆୟର ନିଜ…

ବଲ୍ ରୋକିବାକୁ ଡ୍ରାଇଭ ମାରୁଥିବା ବେଳେ ଖସିଲା ଶ୍ରେୟସଙ୍କ ବାମ କାନ୍ଧ ହାଡ଼, ଆଇପିଏଲରୁ ପଡିପାରନ୍ତି ବାଦ୍

ଭାରତ- ଇଂଲଣ୍ଡ ମଧ୍ୟରେ ପୁଣେରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆକୁ ବଡ ଝଡକା ଲାଗିଛି। ଟିମ୍ ଇଣ୍ଡିଆ ଏହି ମ୍ଯାଚ ଜିତିଛି ସତ କିନ୍ତୁ ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟରଙ୍କୁ ଫିଲ୍ଡିଂ ସମୟରେ ଆଘାତ ଲାଗିଛି। ବଲ୍ ରୋକିବା ପ୍ରୟାସରେ ଡ୍ରାଇଭ ମାରିଥିଲେ। ତାଙ୍କ ବାମ କାନ୍ଧର…

ଡ୍ୟାନ୍ସ କରୁଥିବା ବେଳେ ଶ୍ରେୟସ ଅୟର ହଠାତ ଭଉଣୀକୁ ମାରିଲେ ଲାତ, ଆଉ ତା’ ପରେ

କରୋନା ଭାଇରସ କାରଣରୁ ଲକଡାଉନ ପାଇଁ ସମସ୍ତ କ୍ରିକେଟର ନିଜ ନିଜ ଘରେ ସମୟ ବିତାଉଛନ୍ତି। ଏହି ସମୟରେ ଶ୍ରେୟସ ଅୟର ମଧ୍ୟ ଡ୍ୟାନ୍ସ କରି ଟାଇମ୍ ପାସ କରୁଥିବା ବେଳେ ହଠାତ ନିଜ ସହ ନାଚୁଥିବା ଭଉଣୀକୁ ଜୋରରେ ଲାତ ମାରିଛନ୍ତି। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ…