ଧୋନିଙ୍କୁ ସପୋର୍ଟ କରିବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ ଶୃତି ହାସନ, ହାରିଯିବାରୁ ଭୋ ଭୋ ହୋଇ କାନ୍ଦିଲେ
CSK ଟିମ୍ ମ୍ୟାଚର ପରାଜୟରେ ଭାବପ୍ରବଣ ହୋଇ କାନ୍ଦିଲେ ଅଭିନେତ୍ରୀ ଶୃତି ହାସନ । ଅଭିନେତ୍ରୀ ମ୍ୟାଚ୍ ଦେଖିବା ପାଇଁ ଚେନ୍ନାଇର ଏମଏ ଚିନ୍ଦବରମ ଷ୍ଟାଡିୟମରେ ପହଞ୍ଚିଥିଲେ । CSK ଟିମ ଏବଂ ବିଶେଷ କରି ମହେନ୍ଦ୍ର ସିଂ ଧୋନିଙ୍କୁ ସେ ସପୋର୍ଟ କରୁଥିବା ନଜରରେ ଆସିଛନ୍ତି । SRH ଟିମଙ୍କ ଖେଳ CSK…