ଶନିବାର ଓ ରବିବାର ସଟ୍ଡାଉନ ନେଇ SRCଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି, ଏହି ସବୁ ସେବାକୁ ମିଳିବ ଅନୁମତି
ଭୁବନେଶ୍ବର: ଜୁନ୍ ମାସ ପାଇଁ ଗତ ୧ ତାରିଖରୁ ରାଜ୍ୟ ସରକାର ଜାରି କରିଥିବା ସଟ୍ଡାଉନ୍ କଟକଣାରେ କିଛିଟା ପରିବର୍ତ୍ତନ ଆସିଛି। ଏ ବାବଦରେ ଗତକାଲି ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଛି। ସଟ୍ଡାଉନ୍ କଟକଣାରେ ନିମ୍ନ ଲିଖିତ କାର୍ଯ୍ୟକଳାପ ସବୁକୁ…