Browsing Tag

Side Effects of Beetroot

ଫାଇଦା ନୁହେଁ ଶରୀରର କ୍ଷତି ବି କରିଥାଏ ବିଟ୍, ଜାଣନ୍ତୁ ଏହାର ସାଇଡ୍ ଇଫେକ୍ଟ

ପ୍ରଚୁର ପୋଷକ ତତ୍ତ୍ୱରେ ଭରପୂର ବିଟ୍ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। କିନ୍ତୁ ଏହା ସମସ୍ତଙ୍କ ପାଇଁ ଫାଇଦାଯୁକ୍ତ ହୋଇନଥାଏ। ବିଟରେ ଅକ୍ସଲେଟର ପରିମାଣ ଅଧିକ ଥାଏ, ଯାହା ଶରୀରର ବିଭିନ୍ନ କ୍ଷତି କରିଥାଏ। ସୀମିତ ପରିମାଣରେ ବିଟ୍ ସେବନ ଶରୀରର ଲାଭ କରୁଥିବା ବେଳେ ମାତ୍ରାଧିକ ବିଟ୍ ଯୋଗୁଁ…