ସିଦ୍ଧାର୍ଥ ଶୁକ୍ଲାଙ୍କ ‘ହମସକଲ୍ସ’ ଙ୍କୁ ଦେଖି ଫ୍ୟାନ୍ସ ହେଲେ ତାଜୁବ, ଫଟୋ ହେଉଛି ଭାଇରାଲ
ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁର କିଛି ଦିନ ପରେ ତାଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ବ୍ୟକ୍ତିର ନାମ ଚନ୍ଦନ ଏବଂ ସେ ନିଜକୁ 'ଜୁନିଅର ସିଦ୍ଧାର୍ଥ ଶୁକ୍ଲା' ବୋଲି କହୁଛନ୍ତି ।…