Browsing Tag

sidheswar temple of jajpur

ପାଳିତ ହେଲା ସିଦ୍ଧେଶ୍ୱର ପୀଠରେ ଅଶୋକାଷ୍ଟମୀ ପର୍ବ

ପବିତ୍ର ଅଶୋକାଷ୍ଟମୀ ଅବସରରେ ଚଳ ଚଂଚଳ ହୋଇ ଉଠିଛି ଯାଜପୁରର ସିଦ୍ଧେଶ୍ୱର ପୀଠ । ପୀଠରେ ବଡ ଧୁମଧାମରେ ପାଳିତ ହୋଇଯାଇଛି ଅଶୋକାଷ୍ଟମୀ । ବିଶ୍ୱାସ ରହିଛି ଅଶୋକାଷ୍ଟମୀ ଦିନ ପ୍ରଭୁ ସିଦ୍ଧେଶ୍ୱରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଏଥିସହିତ ଏଠାରେ ପିତୃପୁରୁଷ ଙ୍କୁ ପିଣ୍ଡଦାନ…

ପୁରାଣ ପ୍ରସିଦ୍ଧ ଶୈବ ପୀଠ ଯାଜପୁରର ସିଦ୍ଧେଶ୍ୱର ମନ୍ଦିର, ଅବହେଳା ଯୋଗୁଁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ

ଯାଜପୁରର ପ୍ରାଚୀନ ଶୈବ ପୀଠ ଭାବେ ରହିଛି ସିଦ୍ଧେଶ୍ୱର ମନ୍ଦିର । ଏହି ପୀଠଟି ପୂଣ୍ୟତୋୟା ବୈତରଣୀ ତଟରେ ଅବସ୍ଥିତ । ଏକ ପୂଣ୍ୟକ୍ଷେତ୍ର ହୋଇଥିବାରୁ ଏହି ପୀଠର ପରଲୋକ ଗତ ବ୍ୟକ୍ତିଙ୍କର ଅସ୍ଥି ବିସର୍ଜନ କରାଯାଏ । କୁହାଯାଏ, ତ୍ରିବେଣୀ ସଂଗମ ଓ ଗଙ୍ଗା ଘାଟ ଭଳି ଏଠାରେ ମଧ୍ୟ ଅସ୍ଥି ବିସର୍ଜନ…