ଆଗକୁ ନିର୍ବାଚନ; ଅନ୍ଲାଇନ୍ରେ ଭୋଟର କାର୍ଡ ବନାଇବା ପାଇଁ ଜାଣନ୍ତୁ ସହଜ ଉପାୟ
ଭୋଟର IDର ଉପଯୋଗ କେବଳ ଭୋଟ ଦେବାପାଇଁ ବ୍ୟବହୃତ ହୁଏ ନାହିଁ, ବରଂ ଏହା ଏକ ଠିକଣା ପ୍ରମାଣ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ । ଯଦି ଆପଣଙ୍କର ଭୋଟର ID ହଜିଯାଇଛି , ତେବେ ବର୍ତ୍ତମାନ ଚିନ୍ତା କରନ୍ତୁ ନାହିଁ । ବାସ୍ତବରେ, ଜାନୁୟାରୀ ୨୫, ୨୦୨୧ ରେ ଏକାଦଶ ଜାତୀୟ ଭୋଟର ଦିବସ…