ଆପଣ ଜାଣିଛନ୍ତି କି ସ୍କିନ୍ ଫାଷ୍ଟିଙ୍ଗ୍ କ’ଣ? ସକାଳୁ ଉଠି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ଏହି କାମ, ଚମକିବାରେ…
ଯଦି ଆପଣ ନିଜ ଚେହେରାରେ ପ୍ରାକୃତିକ ଚମକ ଚାହୁଁଛନ୍ତି, ତା’ହେଲେ ଏହି ଟିପ୍ସ ଆପଣଙ୍କ ପାଇଁ ବେଶ୍ ଲାଭଦାୟକ ହେବ। ଆଜି ଆମେ ଆପଣଙ୍କୁ ସ୍କିନ୍ ଫାଷ୍ଟିଙ୍ଗ୍ ବିଷୟରେ କହିବୁ। ବିୟୁଟି ଇଣ୍ଡଷ୍ଟ୍ରୀରେ ସ୍କିନ୍ ଫାଷ୍ଟିଙ୍ଗ୍ର ଟ୍ରେଣ୍ଡ ବହୁତ ଲୋକପ୍ରିୟ ରହିଛି। ସାଧାରଣ ଭାଷାରେ କହିବାକୁ…