ଥ୍ରେଡିଙ୍ଗ ପରେ ସ୍କିନ ଲାଲ ପଡି ଜଳାପୋଡ଼ା ହେଉଛିକି, ତେବେ ଆପଣାନ୍ତୁ ଏହି ଘରୋଇ ଟିପ୍ସ
ମୁହଁ ଉପରର ଅଧିକ କେଶକୁ ହଟାଇ ଆକର୍ଷଣ ଆଣିବା ପାଇଁ ସବୁଠୁ ଜରୁରୀ ହେଉଛି ଥ୍ରେଡିଙ୍ଗ । ଯଦି ଥ୍ରେଡିଙ୍ଗ ଭଲ ସେପରେ ହୋଇଥାଏ ତେବେ ବିନା ମେକଅପରେ ବି ଚେହେରା ଖୁବ ଆକର୍ଷଣୀୟ ଦେଖାଦିଏ । କିନ୍ତୁ କିଛି ଜଣଙ୍କ ସ୍କିନ ଖୁବ ସେନସିଟିଭ ହୋଇଥିବାରୁ ଥ୍ରେଡିଙ୍ଗ ପରେ ସେମାନଙ୍କ ମୁହଁରେ ଲାଲ ଲାଲ…